ନିବ୍
ଦେଖଣା
ନିବ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ବେଣ୍ଟବାଲା କଲମରେ ଲଗାଯିବା ଥଣ୍ଟ ପରି ପତଳା ମୁନିଆ ଧାତୁ ଫଳକ; ଧାତୁମୟ ଲେଖନୀମୁଖ — Nib.
[ଦ୍ରଷ୍ଟବ୍ୟ —କାଠ,ଧାତୁ ଓ କାଚ ଆଦିର ସରୁବେଣ୍ଟର ମୁହଁ ପାଖେ ଗୋଟିଏ ଚଉଡା ବଳୟ(ହାଣ୍ଟଲ୍) ଥାଏ;ସେହି ହାଣ୍ଡଲ୍ରେ ଘାରା ହୋଇଥାଏ; ସେହି ଘରା ଣଧ୍ୟରେ ଥଣ୍ଟ ପରି ଦୁଇ ଫାଳିଆ ଓ ମୁନିଆ ଲମ୍ୱା ଯେଉଁ ଲେଖନୀକୁ ଭରତି କରା ଯାଇପାରେ ଓ କଢ଼ା ଯାଇପାରେ ତାକୁ ନିବ୍ କହନ୍ତି ଲେଖକର ସରୁ ବା ମୋଟା ଅକ୍ଷର ଲେଖିବା ଅଭ୍ୟାସକୁ ଚାହିଁ ନିବ୍ର ମୁନ ସରୁ ବା ମୋଟା କରି ଗଢ଼ାଯାଏ]