ନିଭ
ଦେଖଣା
ନିଭ
ଉଚ୍ଚାରଣ
[ସମ୍ପାଦନା](ନିଭା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନି+ଭା ଧାତୁ=ଦୀପ୍ତି ପାଇବା+କତ୍ତୃ. ଅ)
[ସମ୍ପାଦନା]ତୁଲ୍ୟ; ସଦୃଶ; ସମାନ; ପରି — Resembling; like; similar.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ପରେ ବ୍ୟବହୃତ ହୁଏ ଯଥା— ଦୁଗ୍ଧଫେନନିଭ, ପୂର୍ଣ୍ଣଚନ୍ଦ୍ରନିଭାନନା ]
ବିଶେଷ୍ୟ -
[ସମ୍ପାଦନା]- ୧. (+ କରଣେ. ଅ) ପ୍ରକାଶ — ୧. Display; manifestation.
- ୨. ଚେହେରା —୨. Appearance (Howells).
- ୩. ଆଲୋକ; ତେଜଃ — ୩. Light; illumination; lustre.
- ୪. କପଟ —୪. Disguise; mask; deceit.
- ୫. ବ୍ୟାଜ —୫. Fraud; guise.
- ୬. ଦୀପ୍ତି; ପ୍ରଭା —୬. Brightness; lustre.