Jump to content

ନିଭିବା

ଉଇକିଅଭିଧାନ‌ରୁ

ନିଭିବା

ଉଚ୍ଚାରଣ

[ସମ୍ପାଦନା]

(ନିଭିଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ତି (ସଂସ୍କୃତ - ନିର୍ବାଣ)

[ସମ୍ପାଦନା]
୧. ଲିଭିବା; ନିର୍ବାପିତ ହେବା — ୧. To go out; to be extinguished (as a light or fire).

ଏକ ଏକ ହୋଇ ପ୍ରଦୀପ ଆଲୋକ ନିଭିଗଲା ଘରେ ଘରେ ରାଧାନାଥ. ପାର୍ବତୀ

୨. ପୋଛା ହେବା —୨. To be wiped off.
୩. ଅନ୍ତର୍ହିତ ହେବା; ଅଦୃଶ୍ୟ ହେବା — ୩. To vanish; to disappear.
୪. ଲୁଚିଯିବା —୪. To be hidden.


୫. ଲୁପ୍ତ ହେବା —୫. To be extinct.

ଅନୁବାଦ

[ସମ୍ପାଦନା]
୬. (ସଂସ୍କୃତ - ନିର୍ବାହ) ନିର୍ବାହ ହେବା; ନିର୍ଭା ହେବା; ଚଳିବା — ୬. To get on.

ନ ଦୃଢ଼ ଓ ପ୍ରଫୁଲ୍ଲ ନ ହେଲେ ନିଭିବାର କଠିନ ରାଧାନାଥ, ବିବେକୀ