Jump to content

ନିଭିଲା

ଉଇକିଅଭିଧାନ‌ରୁ

ନିଭିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିର୍ବାପିତ —୧. Extinguished.

(ଯଥା—ନିଭିଲା ନିଆଁ )

୨. ଅନ୍ତର୍ହିତ —୨. Disappeared; vanished.

ଦେଶଜ - କ୍ରିୟାପଦ - (ନିଭିବା କ୍ରିୟାର ଅତୀତକାଳ, ୩ୟା ପୁରୁଷ ଅନାଦରାର୍ଥ; ୧ ବଚନରେ ବ୍ୟବହୃତ ରୂପ)

[ସମ୍ପାଦନା]

ନିର୍ବାପିତ ହେଲା —Was extinguished.