ନିମକ
ଦେଖଣା
ନିମକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନମକ୍)
[ସମ୍ପାଦନା]- ୧. ଲବଣ; ଲୁଣ — ୧. Salt.
- ୨. (ଲୁଣ ଅନ୍ନର ପ୍ରଧାନ ସହାୟ ଥିବାରୁ ଲକ୍ଷଣାର୍ଥ) ଦାନା ପାଣି —୨. (figurative) Fooding; maintaince.
- ୩. (ଲକ୍ଷଣାର୍ଥ) ଜୀବିକା — ୩. (figurative) Livelihood.
- ୪. (ଲକ୍ଷଣାର୍ଥ)—ଚାକିରୀ — ୪. (figurative) Service.
ବିଶେଷଣ -
[ସମ୍ପାଦନା]ନିମକି (ଦେଖ) - —Nimaki (See)