Jump to content

ନିମକହରାମ୍ ଜାଗିରିଦାର୍

ଉଇକିଅଭିଧାନ‌ରୁ

ନିମକହରାମ୍ ଜାଗିରିଦାର୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଫାରାସୀ -

[ସମ୍ପାଦନା]

ପ୍ରଭୁଙ୍କ ଅପକାର କରିବା ଯୋଗୁଁ ପ୍ରଭୁଙ୍କ ବିପକ୍ଷଙ୍କ ଠାରୁ ପୁରସ୍କାର ସ୍ୱରୂପ ଜାଗିରି ପାଇଥିବା ନିମକହରାମ ଭୃତ୍ୟ — A service-tenureholder who has got his tenure as a reward from his master's enemy for his perfidious action.

[ଦ୍ରଷ୍ଟବ୍ୟ —ମରହଟ୍ଟାଙ୍କର ଉତ୍କଳାଧିକୃତ ରାଜ୍ୟର ଚିଲିକା ନିକଟବର୍ତ୍ତୀ ସୀମାନ୍ତକୁ ରକ୍ଷା କରିବା ନିମନ୍ତେ ଚିଲିକା ମଧ୍ୟସ୍ଥ ମାଲୁଦ ଦ୍ୱୀପକୁ ପ୍ରଥମେ ଜଣେ ବ୍ୟକ୍ତି ଜାଗିରିସ୍ୱରୂପ ପାଇଥିଲେ ୧୮୩: ସାଲରେ ସେହି ମରହଟ୍ଟା ଜାଗିରିଦାର୍ ଇଂରେଜ ସୈନିକ— ମାନଙ୍କୁ ରାସ୍ତା ଛାଡ଼ି ଦେଇ ସକଳ ରହସ୍ୟ ଖୋଲି ଦେଇଥିବାରୁ ମରହଟ୍ଟାମାନଙ୍କଠାକରୁ ଏହି ନାମ ପାଇଥିଲେ ]