Jump to content

ନିମକାଠି

ଉଇକିଅଭିଧାନ‌ରୁ

ନିମକାଠି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିମ୍ୱ+କାଷ୍ଠ)

[ସମ୍ପାଦନା]
୧. ନିମଡାଳର କ୍ଷୁଦ୍ର ଡାଙ୍ଗ —୧. Twig from a small branch of a Nimba tree.
୨. ଅଳଙ୍କାର ପିନ୍ଧିବା ପାଇଁ ଫୋଡ଼ା ଯାଇଥିବା କାନ ଓ ନାକର ଛିଦ୍ରର ଅଳଙ୍କାର ଅଭାବରେ ଦିଆଯାଇ ଥିବା ନିମ୍ୱକାଠି —୨. A small bit of nimba twig thrust iinto bore of the nose or ear so that it remains open.

ଅଳଙ୍କାର ମଧ୍ୟେ ନୀକରେ ନିମ୍ୱକାଠି ଥାନେ ଢଗ

[ଦ୍ରଷ୍ଟବ୍ୟ — କାନ ଓ ନାକରେ ଅଳଙ୍କାର ପିନ୍ଧିବା ଉଦ୍ଦେଶ୍ୟରେ କରାଯାଇ ଥିବା ଫୋଡ଼ ବା ବିନ୍ଧିରେ ଯଦି ଅଳଙ୍କାର ପିନ୍ଧା ନ ହୁଏ ତେବେ କେତେଦିନ ପରେ ତାହା ହୃବୁଜି ବା ବୋର ହୋଇଯାଏ ଏଥିପାଇଁ ଅଳଙ୍କାର ପିନ୍ଧିବା ପର୍ଯ୍ୟନ୍ତ ସେ ରନ୍ଧ୍ରରେ ଖଣ୍ଡିଏ ନିମକାଠି ବା ସୋହ୍ଲ ପୂରାଇ ଦିଆଯାଇ ଥାଏ ]