ନିମକି
ଦେଖଣା
ନିମକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନମକୀନ୍; ନମକୀ)
[ସମ୍ପାଦନା]- ୧. ସରକାରୀ ସଲଟ୍ ବିଭାଗ — ୧. The Salt Department of Government.
- ୨. ମଇଦା, ଘିଅ, ଲୁଣ,କଳାଜୀରାଦ୍ୱାରା ପ୍ରସ୍ତୁତ ଏକପ୍ରକାର ଲୁଣିଆ ଗଜା —୨. A kind of biscuit flavoured with salt.
ବିଶେଷଣ -
[ସମ୍ପାଦନା]- ୧. ନିମକ ବିଭାଗ ସମ୍ୱନ୍ଧୀୟ — ୧. Appertaining to the Salt Department.
- ୨. ଲବଣ ସଂଯୁକ୍ତ; ଲବଣ ଘଟିତ — ୨. Seasoned with salt.
- ୩. ଲୁଣିଆ; ଖାରିଆ — ୩. Salinje; having a saline taste.