ନିମକି ବିଭାଗ
ଦେଖଣା
ନିମକି ବିଭାଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିମକି ବିଭାଗ
|
[ନିମ(କି) ମହକୁମ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସଲ୍ଟ୍ ବିଭାଗ; ଯେଉଁ ସରକାରୀ ବିଭାଗରେ ଲବଣର ପୋକ୍ତାନି, ଆମଦାନୀ ଓ ରପ୍ତାନୀ ସମ୍ୱନ୍ଧେ କଟକଣା କରାଯାଏ — The Salt Department of Govern ment.