Jump to content

ନିମକ ଖାଇବା

ଉଇକିଅଭିଧାନ‌ରୁ

ନିମକ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିଙ୍କ ଅଧୀନରେ ଚାକିରୀ କରି ଜୀବିକା ନିର୍ବାହ କରିବା — ୧. To eat salt of another; to get a living under a person.
୨. ପ୍ରଭୁଙ୍କର ଅଧୀନରେ ଚାକିରୀ କରିବା — ୨. To serve a master.