ନିମକ ଗୋଲା
ଲୁଣ ପ୍ରସ୍ତୁତ ହୋଇ ଯେଉଁ—ଠାରେ ବ୍ୟବସାୟ ପାଇଁ ଜମା ହୋଇ ରହେ —Salt golah; salt warehouse; a salt mart.