Jump to content

ନିମକ ପୋକ୍ତାନି

ଉଇକିଅଭିଧାନ‌ରୁ

ନିମକ ପୋକ୍ତାନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିମକ୍ ପୋଖ୍ତାନୀ)

[ସମ୍ପାଦନା]

ସମୁଦ୍ର ପାଣିରୁ ଲୁଣ ତିଆରି ହେବା — Manufacture or preparation of salt from sea water.

ବାଲେଶ୍ୱର ବନ୍ଦକର ଦୁର୍ଭାଗ୍ୟର ମୂଳ କାରଣ ନିମକ ପୋକ୍ତାନ ବନ୍ଦ ଫକୀରମୋହନ ଗଳ୍ପସ୍ୱଳ୍ପ