Jump to content

ନିମକ ମାରିବା

ଉଇକିଅଭିଧାନ‌ରୁ

ନିମକ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୃତିମ ଉପାୟରେ ସମୁଦ୍ର ପାଣିକୁ ନିଆଁରେ ହୃବା ସୂର୍ଯ୍ୟ କିରଣରେ ଶୁଖାଇ ଲୁଣ ପ୍ରସ୍ତୁତ କରିବା — ୧. To manufacture salt.

[ଦ୍ରଷ୍ଟବ୍ୟ — ସମୁଦ୍ର ପାଣିକୁ ନିଆଁ ଉପରେ ବସାଇ ତହିଁରୁ ପୀଣି ମାରି ଯେଉଁ ଲୁଣ ପ୍ରସ୍ତୁତ କରାଯାଏ ତାକୁ 'ପଙ୍ଗାଲୁଣ' ଓ କିଆରି କରି କିଆରିକୁ ସମୁଦ୍ର ପାଣି ମଡ଼ାଇ ଉକ୍ତ କିଆରିକୁ ପାଣି ଶୁଖି ଗଲା ପରେ ଯେଉଁ ଲୁଣ ଦାନା ବାନ୍ଧି ଜମିଯାଏ ତାକୁ'ଗୋଡ଼ଲୁଣ' କହନ୍ତି ]

୨. ଦାନା ମାରିବା; ଚାକିରୀ ଛଡ଼ାଇବା — ୨. To cause loss service to a person,