Jump to content

ନିମକ ସଚା

ଉଇକିଅଭିଧାନ‌ରୁ

ନିମକ ସଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନିମକ ଛଚା , ନିମକ ଛଞ୍ଚା,ନିମକ ସଞ୍ଚା, ନିମକ ସତିଆ, ନିମକ ସତ୍ୟା, ନିମକ ସରିକଅନ୍ୟରୂପ

[ନିମକ ସଚ୍ଚାଇ, ନିମକ ସଚ୍ଚାପଣ—ବୢ]

ବୈଦେଶିକ - ବିଶେଷଣ - (ଫା; ନମକ୍ ସନ୍ତା)

[ସମ୍ପାଦନା]

କୃତଜ୍ଞ ବା ବିଶ୍ୱାସୀ (ଭୃତ୍ୟ) — Faithful or grateful; loyal (servent) true to one's salt.

କୋଡ଼ିଏ ବର୍ଷର ଚାକର ଖୁବ୍ ବିଶ୍ୱାସୀ, ଖୂବ୍ ନିମକ ସଚ୍ଚା ଫକୀର ମୋହନ ଗଳ୍ପସ୍ୱଳ୍ପ