ନିମକ ସଚ୍ଚା
ଦେଖଣା
ନିମକ ସଚ୍ଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିମକ ସଚ୍ଚା
|
ନିମକ ଛ(ଚ୍ଚା), ନିମକ ଛଞ୍ଚା,ନିମକ ସଞ୍ଚା, ନିମକ ସତିଆ, ନିମକ ସତ୍ୟା, ନିମକ ସରିକଅନ୍ୟରୂପ
[ନିମକ ସ(ଚ୍ଚେ)ଇ, ନିମକ ସଚ୍ଚାପଣ—ବୢ]
ବୈଦେଶିକ - ବିଶେଷଣ - (ଫା; ନମକ୍ ସନ୍ତା)
[ସମ୍ପାଦନା]କୃତଜ୍ଞ ବା ବିଶ୍ୱାସୀ (ଭୃତ୍ୟ) — Faithful or grateful; loyal (servent) true to one's salt.
କୋଡ଼ିଏ ବର୍ଷର ଚାକର ଖୁବ୍ ବିଶ୍ୱାସୀ, ଖୂବ୍ ନିମକ ସଚ୍ଚା ଫକୀର ମୋହନ ଗଳ୍ପସ୍ୱଳ୍ପ