ନିମକ ହରାମୀ ଜାଗିରି
ଦେଖଣା
ନିମକ ହରାମୀ ଜାଗିରି
ଉଚ୍ଚାରଣ
[ସମ୍ପାଦନା](ନିମକହରାମ ଜାଗିରି—ଅନ୍ୟରୂପ)
ବୈଦ. ବିଶେଷ୍ୟ - (ଫାରାସୀ - ନମକ୍ ହରାମୀ ଜାୟଗୀର୍)
[ସମ୍ପାଦନା]ପ୍ରଭୁଙ୍କ ଅପକାର କରିବା ଯୋଗୁଁ ପ୍ରଭୁଙ୍କ ଶତ୍ରୁଠାରୁ ନିମକହରାମ୍ ଭୃତ୍ୟ ପୁରସ୍କାର ସ୍ୱରୂପ ଯେଉଁ ଜାଗିରି ପାଇ ଥାଏ —Service-tenure got by a servent as a reward from yhe enemy of his master for betreying the latter.