ନିମଗ୍ନେ
ଏକାଗ୍ରଚିତ୍ତରେ; ମନୋଯୋଗ ସହକାରେ — Intently; very attentively.
ବିଷ୍ଣୁ ଦେବ ଶଖାଗଣ ଘେନି ସଙ୍ଗେଣ ନିମଗ୍ନେ ଶୁଣୁଛନ୍ତି ହରଷ ମନେଣ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା