ନିମଗ୍ନ ହେବା
ଦେଖଣା
ନିମଗ୍ନ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିମଗ୍ନ ହେବା
|
ଦେଶଜ - କ୍ରି. (ସଂସ୍କୃତ - ନିମଗ୍ନ)
[ସମ୍ପାଦନା]- ୧. ଡୁବିଯିବା — ୧. To sink down.
- ୨. ଅତ୍ୟନ୍ତ ଶୋକ ବା ଚିନ୍ତାରେ ଅଭିଭୁତ ବା ଆକ୍ରାନ୍ତ ହେବା —୨. To be overwhelmed with grief or anxiety.
- ୩. ଏକାଗ୍ରଭବରେ ଚିନ୍ତା କରିବା — ୩. To be absorbed in thought.