Jump to content

ନିମଜ୍ଜକ

ଉଇକିଅଭିଧାନ‌ରୁ

ନିମଜ୍ଜକ

ଉଚ୍ଚାରଣ

[ସମ୍ପାଦନା]
(ନିମଜ୍ଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ(ନି+ମସ୍ଜ୍ ଧାତୁ+କତ୍ତୃ. ଅକ)

[ସମ୍ପାଦନା]

ଡୁବରୀ; ଯେ ସମୁଦ୍ର, କୂପଆଦି ଗଭୀର ଜଳରେ ବୁଡ଼ି କୌଣସି ବସ୍ତୁ ଖୋଜେ ବା ଆଣେ —Diver.