Jump to content

ନିମଜ୍ଜିତ

ଉଇକିଅଭିଧାନ‌ରୁ

ନିମଜ୍ଜିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ନି+ମସ୍ଜ ଧାତୁ+କର୍ତ୍ତୃ. ତ, ଓ ନି+ମସ୍ଜ୍ ଧାତୁ ଣିଜନ୍ତ ମଜ୍ଜି ଧାତୁ +କର୍ମ. ତ)

[ସମ୍ପାଦନା]
୧. ନିମଗ୍ନ —୧. Drowned.
୨. ପାଣିରେ ବୁଡ଼ାଇ ଦିଆଯାଇ ଥିବା — ୨. Made to sink; immersed.
୩. ସ୍ନାତ —୪. Bathed.