Jump to content

ନିମତା

ଉଇକିଅଭିଧାନ‌ରୁ

ନିମତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିମନ୍ତ୍ରଣ)

[ସମ୍ପାଦନା]

ନିଉଁତା (ଦେଖ) - Niuñtā

ତୁମ ବନ୍ଧୁବାନ୍ଧବ ଘରେ ନିମତା ଦେଇ ଆସିକି ନାଁ ? ଫକୀରମୋହନ, ସ୍ୱଳ୍ପଗଳ୍ପ