Jump to content

ନିମନ୍ତ୍ରଣ

ଉଇକିଅଭିଧାନ‌ରୁ

ନିମନ୍ତ୍ରଣ

ଉଚ୍ଚାରଣ

[ସମ୍ପାଦନା]

(ନିମନ୍ତ୍ରଣ—ଅନ୍ୟରୂପ)

  • (file)

ଗ୍ରାମ୍ୟ - ବି(ସଂସ୍କୃତ - ନିମନ୍ତ୍ରଣ)

[ସମ୍ପାଦନା]

ନିମନ୍ତ୍ରଣ — Invitation.



ନିମନ୍ତ୍ରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ମନ୍ତ୍ର୍ ଧାତୁ= ଡାକିବା+ଭାବ. ଅନ)

[ସମ୍ପାଦନା]
୧. ଭୋଜନ ବା ଉତ୍ସବରେ ଯୋଗ ଦେବାପାଇଁ ସବିଧି ଆହ୍ୱାନ —୧. Ceremonal or formal invitation to a dinner or social function.

(ଯଥା—ମଉଳା ନିମନ୍ତ୍ରଣ; ଜୋଇଁ ନିମନ୍ତ୍ରଣ ଇତ୍ୟାଦି )

୨. ଆବାହନ; ଆହ୍ୱାନ; ଡାକ; ଡାକରା — ୨. A call; summons.

[ଦ୍ରଷ୍ଟବ୍ୟ —ସଚରାଚର ଭୋଜନ ନିମିତ୍ତ ଆହ୍ୱାନ ଅର୍ଥରେ 'ନିମନ୍ତ୍ରଣ' ଶବ୍ଦ ପ୍ରଯୁକ୍ତ ହୁଏ, ପ୍ରତ୍ୟୁତ ଯାହାର ଅକରଣରେ ପ୍ରତ୍ୟବାୟ ହୁଏ ତାହାକୁ ନିମନ୍ତ୍ରଣ କୁହାଯାଏ ଓ ଯାହା ନ କଲେ ପ୍ରତ୍ୟବାୟ ନ ହୁଏ ତାହା ଆମନ୍ତ୍ରଣ ]



ନିମନ୍ତ୍ରଣ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନିୟନ୍ତ୍ରଣ)

[ସମ୍ପାଦନା]

ନିମନ୍ତ୍ରଣ — Invitation.