Jump to content

ନିମନ୍ତ୍ରଣ କାର୍ଡ଼

ଉଇକିଅଭିଧାନ‌ରୁ

ନିମନ୍ତ୍ରଣ କାର୍ଡ଼

ଉଚ୍ଚାରଣ

[ସମ୍ପାଦନା]

(ନିମନ୍ତ୍ରଣ କାର୍ଡ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ଆଧୁନିକ ପ୍ରୟୋଗ; ସଂସ୍କୃତ - ନିମନ୍ତ୍ରଣ ଓ ଇଂରାଜୀ - କାର୍ଡ଼)

[ସମ୍ପାଦନା]

ଉତ୍ସାବାଦି ଉପଲକ୍ଷରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ନିକଟକୁ ପଠାଯାଇ ଖଣ୍ଡକିଆ ପଟା କାଗଜ ବା କାର୍ଡ — Invitation card.

[ଦ୍ରଷ୍ଟବ୍ୟ —ଆଜିକାଲି ନବ୍ୟ ସଭ୍ୟତାଦୀକ୍ଷିତ ଓ କେତେକ ଧନୀ ବ୍ୟକ୍ତି ପାଶ୍ଚାତ୍ୟ ରୀତି ଅନୁସାରେ କାର୍ଡ଼ ବା ପତ୍ରଦ୍ୱାରା ନିମନ୍ତ୍ରଣ କରିବା ପ୍ରଥା ଚଳାଉଅଛନ୍ତି ]