Jump to content

ନିମନ୍ତ୍ରଣ ପତ୍ର

ଉଇକିଅଭିଧାନ‌ରୁ

ନିମନ୍ତ୍ରଣ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ନିମନ୍ତ୍ରଣ+ପତ୍ର)

[ସମ୍ପାଦନା]
୧. ଉତ୍ସବାଦିରେ ଯୋଗ ଦେବା ନିମନ୍ତେ ବନ୍ଧୁଆଦିଙ୍କ ଠାକୁ ପ୍ରେରିତ ଅନୁରୋଧ ପତ୍ର — ୧. Invitation letter; a letter of invitation.
୨. (ହିନ୍ଦୁସ୍ମୃତି; ଯାଜ୍ଞବଲ୍ୟ)—କଚେରୀଆଦିରେ ଉପସ୍ଥିତ ହେବାପାଇଁ କୌଣସି ବ୍ୟକ୍ତି ନିକଟକୁ ପଠାଯିବା ଆଦେଶପତ୍ର; ସମନ — ୨. (Hindu law) Summons (Apte).