Jump to content

ନିମନ୍ତ୍ରିତ

ଉଇକିଅଭିଧାନ‌ରୁ

ନିମନ୍ତ୍ରିତ

ଉଚ୍ଚାରଣ

[ସମ୍ପାଦନା]
(ନିମନ୍ତ୍ରିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ନି+ମନ୍ତ୍ର୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆହୁତ — Summoned.
୨. ଯାହାକୁ ନିମନ୍ତ୍ରଣ କରା ଯାଇଅଛି — ୨. Invited.