ନିମନ୍ତ୍ରିବା
ଦେଖଣା
ନିମନ୍ତ୍ରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିମନ୍ତ୍ରିବା
|
ଦେଶଜ - କ୍ରିୟାପଦ - (ପଦ୍ୟ)—(ସଂସ୍କୃତ - ନି+ମନ୍ତ୍ର୍ ଧାତୁ)
[ସମ୍ପାଦନା]- ୧. ନିମନ୍ତ୍ରଣ କରିବା — ୧. To invite.
- ୨. ଔଷଧ ବା ତାନ୍ତ୍ରିକ ପ୍ରୟୋଗାର୍ଥ ବୃକ୍ଷାଦି ନିକଟକୁ ଯାଇ ତାକୁ ସଜୀବ ଜ୍ଞାନକରି ଆବାହନ କରିବା — ୨. To invite a tree or inanimate being formally by means of incantations.