Jump to content

ନିମି

ଉଇକିଅଭିଧାନ‌ରୁ

ନିମି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଇକ୍ଷ୍ୱାକୁ ରାଜୁପୁତ୍ର; ଦଶରଥଙ୍କର ପୂର୍ବ— ପୁରୁଷ —Name of a king; ancestor of king Daṡaratha and son of Ikshwāku.

[ଦ୍ରଷ୍ଟବ୍ୟ —ନିମି ବଶିଷ୍ଠଙ୍କ ଅଭିଶାପରେ ନିଜର ଦେହକୁ ହରାଇ— ବାରେ ଦେବତାମାନଙ୍କ ବରରେ ସେ ସବୁ ଜୀବଙ୍କର ଆଖିର ପଲକରେ ରହିଲେ; ଏଥିପାଇଁ ଆଖିର ପଲକର ନାମ ନିମିଷ ହିନ୍ଦୀ - ଶ.]


୨. ଦତ୍ତାତ୍ରେୟ ଋଷିଙ୍କ ପୁତ୍ର (ମହାଭାରତ) — ୨. Name of a son of sage Dattātreya. (M.W.)
୩. ବର୍ତ୍ତମାନ ଅବସର୍ପିଣୀର ଏକଅଂଶ ଜୈନ ଅର୍ହତ୍ — ୩. Name of the ୨୧st j&aline;ḻna Arhat of the present Abasarpiṇī. (M.W.)
୪. ଭଜମାନ ଋଷିଙ୍କ ପୁତ୍ର — ୪. Name of a son sage Bhanjamāna. (M.W.)
୫. ଦଣ୍ଡପାଣିଙ୍କ ପୁତ୍ର — ୫. Name of a son of Daṇḍapāṇi. (M.W.)
୬. ହରିବଂଶ ଲିଖିତ ଦାନବବିଶେଷ — ୬. Name of a Dānaba.
୭. ଆଖି ପିଛଡ଼ା —୭. The shutting and opening of the eyes; twinkling (M.W.)