Jump to content

ନିମିଟି ବାଘ

ଉଇକିଅଭିଧାନ‌ରୁ

ନିମିଟି ବାଘ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ଛୋଟ ବାଘ; ନେପାଳୀ ବାଘ —A kind of small leopard.

[ଦ୍ରଷ୍ଟବ୍ୟ —ଏମାନେ ରାତିରେ ଘରେ ପଶି ଛେଳି, ମେଣ୍ଢା, ବାଛୁରୀ, ଶିଶୁ ଆଦିଙ୍କ ତଣ୍ଟି ଚିପି ମାରି ପକାନ୍ତି ଓ ତଣ୍ଟିର କଣାରେ ମୁହଁ ଲଗାଇ ରକ୍ତ ପିଇସାରି ଶବକୁ ବୋହି ନେଇ ଜଙ୍ଗଲକୁ ଚାଲି ଯାଆନ୍ତି (ଗଡ଼ଜାତବାସିନୀ. ୨୮.୬. ୧୯୩: )]