Jump to content

ନିମିତ୍ତକ

ଉଇକିଅଭିଧାନ‌ରୁ

ନିମିତ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିମିତ୍ତ+ ସ୍ୱାର୍ଥେ. କ)

[ସମ୍ପାଦନା]
୧. ନିମିତ୍ତ; କାରଣ —୧. Cause.
୨. ଚୁମ୍ୱନ —୨. Kissing.

ବିଶେଷଣ -

[ସମ୍ପାଦନା]

ଜନିତ; ଉତ୍ପନ୍ନ — Caused; occasioned; produced.