Jump to content

ନିମିତ୍ତ କାରଣ

ଉଇକିଅଭିଧାନ‌ରୁ

ନିମିତ୍ତ କାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉପକରଣ; କୌଣସି କାର୍ଯ୍ୟରେ ତୃତୀୟ କାରଣ; କର୍ତ୍ତା ଯାହା ସାହାର୍ଯ୍ୟରେ କର୍ମ ସାଧନ କରେ; ସମବାୟୀ ଓ ଅସମବାୟୀ କାରଣ ଭିନ୍ନ ତୃତୀୟ କାରଣ — Instrumental cause; immediate agent.

(ଯଥା—ବଢ଼େଇ (କର୍ତ୍ତା) ହତିଆଦ୍ୱାରା (ନିମିତ୍ତ କାରଣ ଦ୍ୱାରା) ଚଉକି (କର୍ମ) ତିଆରି କଲା ଏ ସ୍ଥଳରେ ଯେଉଁ କାଠଦ୍ୱାରା ଚଉକି ତିଆର ହେଲା ତାହା ସମବାୟୀ କାରଣ ଓ ହତିଆର ନିମିତ୍ତ କାରଣ)