ନିମିତ୍ତ ମାତ୍ର
ଦେଖଣା
ନିମିତ୍ତ ମାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାରଣ ମାତ୍ର; କାରଣ ରୂପେ ପ୍ରତୀୟମାନ — Immediate cause; patent cause; apparent cause.
[ଦ୍ରଷ୍ଟବ୍ୟ — 'କ' ସଙ୍ଗେ 'ଖ'ର ବହୁକାଳରୁ ଅଛି, ଓ 'କ'କୁ ଯବତ କରିବା ପାଇଁ 'ଖ' ନିମିତ୍ତ ଖୋଜୁଛି ଦିନେ ହଠାତ୍ ବାଟରେ ଯାଉଁ ଯାଉଁ ଅଜାଣତରେ 'କ'ର ଦେହ 'ଖ'ର ଦେହରେ ବାଜି ଗଲା ଏଥିରେ 'ଖ' କୋପାନ୍ୱିତ ହୋଇ 'କ'କୁ ପ୍ରହାର କଲା ଏଠାରେ 'କ'ର ଦେହ 'ଖ'ର ଦେହରେ ବାଜିବା ଏ ମାଡ଼ର ନିମିତ୍ତ ମାତ୍ର ହେଲା]