ନିମିତ୍ୟ
ଦେଖଣା
ନିମିତ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନିମିତ୍ୟଘର—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନିୟନ୍ତ୍ରଣ)
[ସମ୍ପାଦନା]- ୧. ପାରିବାରିକ ଶୁଭାନୁଷ୍ଠାନ — ୧. Family ceremonies and festivals.
- ୨. ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଭୋଜନାର୍ଥ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ — ୨. Invitation to a dinner.
- ୩. ଭୋଜୀ —୩. Feast.
- ୪. ଆଶୀର୍ବାଦଘର; ଦୁର୍ବାକ୍ଷତ ଅନୁଷ୍ଠାନ — ୪. Consummation of marriage.
ଗ୍ରାମ୍ୟ - ଅ. (ସଂସ୍କୃତ - ନିମିତ୍ତଂ)
[ସମ୍ପାଦନା]ନିମନ୍ତେ; ପାଇଁ —For.