Jump to content

ନିମିତ୍ୟ ଚଳେଇବା

ଉଇକିଅଭିଧାନ‌ରୁ

ନିମିତ୍ୟ ଚଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନିମିତ୍ୟ ଚାଳିବା, ନିମିତ୍ୟ ଚଲା(ଲେ)ଇବାଅନ୍ୟରୂପ

ଗ୍ରାମ୍ୟ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଉତ୍ସବରେ ଗୃହସ୍ୱାମୀଙ୍କୁ ସାହାଯ୍ୟଦେଇ ତାହା ସମାଧା କରାଇବା — ୧. To help the host in bringing a festival to a successful termination.
୨. ଉତ୍ସବରେ ଗୃହସ୍ୱାମୀକୁ ସାହାଯ୍ୟ କରିବା — ୨. To render help to the host of a festival.