ନିମିଷ
ଦେଖଣା
ନିମିଷ
ଉଚ୍ଚାରଣ
[ସମ୍ପାଦନା](ନିମେଷ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନି+ ମିଷ୍ ଧାତୁ= ସ୍ପର୍ଦ୍ଧା କରିବା; ଆଖି ପିଛାଡ଼ିବା + ଭା. ଅ)
[ସମ୍ପାଦନା]- ୧. ଆଖି ପିଛାଡ଼ିବା; ଚକ୍ଷୁପଲକ; ଆଖିବୁଜିବା — ୧. Twinkling of the eye; shutting of the eye; wink.
- ୨. ନିହିମାଏ ସମୟ ଅତି ସୂକ୍ଷ୍ମ ସମୟ; ଆକ୍ଷି ପିଛାଡ଼ିବାକୁ ଯେତିକି ସମୟ ଲାଗେ ସେତିକି ସମୟ — ୨. A moment; twinkling; twinkle; an instant.
- ୩. ବିଷ୍ଣୁ —୩. Bishṭu.