Jump to content

ନିମିଷେ

ଉଇକିଅଭିଧାନ‌ରୁ

ନିମିଷେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଆଖି ପିଛାଡ଼ିବା ମାତ୍ରକେ — ୧. At the twinkling of an eye.

ଯେବେ ବିଦ୍ୟୁଦ୍ଦିଶେ ଦିଶେ ନିମିଷେ ମିଶେ ବେଗେ ଭୟ କଲା ଆଶେ ଆଶେ—ଭଞ୍ଜ. ପ୍ରେମସୂଧାନିଧି

୨. ଏକ ମୁହୂତ୍ତ ମାତ୍ର —୨. Only a moment.