Jump to content

ନିମୀଳକ

ଉଇକିଅଭିଧାନ‌ରୁ

ନିମୀଳକ

ଉଚ୍ଚାରଣ

[ସମ୍ପାଦନା]
(ନିମୀଳିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନି+ ମୀଳ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]

ଯାହା ମୁଦ୍ରିତ କରେ —Which shuts; shutting.

ବିଶେଷ୍ୟ - (ଆଧୁନିକକ ବିଜ୍ଞାନ ପରିଭାଷା)

[ସମ୍ପାଦନା]

ସଙ୍କୋଚକ ପେଶୀ; ଯେଉଁ ପେଶୀ ତନ୍ନିକଟସ୍ଥ ଶରୀରର ଛିଦ୍ରକୁ ମୁଦ୍ରିତ କରେ — A sphincter; contracting muscle.