Jump to content

ନିମୀଳନ

ଉଇକିଅଭିଧାନ‌ରୁ

ନିମୀଳନ

ଉଚ୍ଚାରଣ

[ସମ୍ପାଦନା]

(ଉନ୍ନୀଳନ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ନି+ ମୀଳ୍ ଧାତୁ= ଆଖି ବୁଜିବା+ ଭାବ. ଅନ)

[ସମ୍ପାଦନା]
୧. (ଆଖି) ବୁଜିବା; ମୁଦିବା —୧. Closing or shutting (as of the eyes); winking.
୨. ନିମେଷ, ନିମିଷମାତ୍ର ସମୟ; କ୍ଷଣ — ୨. Twinkling of the eyye; an instant.
୩. ଫୁଟିଲା ଫୁଲର ମୁଦି ହେବା — ୩. Closing of a flower.
୪. ସଙ୍କୋଚନ —୪. Contracting.
୫. ମୋହ —୫. Stupefaction; fainting.
୬. ସମ୍ମୋହନ —୬. Fascination; anchantment.
୭. ମରଣ —୭. Death.
୮. (ଣିଜନ୍ତ+ ଭାବ ଅନ) ବନ୍ଦ କରିବା; ମୁଦ୍ରିତ କରିବା — ୮. Closing; shutting.