Jump to content

ନିମୀଳିକା

ଉଇକିଅଭିଧାନ‌ରୁ

ନିମୀଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିମୀଳକ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ବ୍ୟାଜ; ଛଳ —୧. Pretence.
୨. ନିମୀଳନ; ଆଖିମିଟିକା — ୨. Winking; twinkling.

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ନିମୀଳକର ସ୍ତ୍ରୀଲିଙ୍ଗ — The feminine of Nimīḻaka.