ନିମୀଳିତ
ଦେଖଣା
ନିମୀଳିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନି+ ମୀଳ ଧାତୁ+ କର୍ମ. ତ)
[ସମ୍ପାଦନା]- ୧. ମୁଦ୍ରିତ — ୧. Closed; shut.
- ୨. ସଙ୍କୁଚିତ —୨. Contracted.
- ୩. ଆଚ୍ଛାଦିତ —୩. Covered.
- ୪. ମୃତ —୪. Dead.
- ୫. ନିସ୍ପନ୍ଦ —୫. Still; motionless.
- ୬. ବିମୋହିତ —୬. Fascinated; stupefied.
- ୭. ମୂର୍ଚ୍ଛିତ —୭. Fainted.
- ୮. ଅବନତ —୮. Bent.
- ୯. (ଣିଜନ୍ତ+ କର୍ମ ତ) ଯାହା ମୁଦ୍ରିତ କରାଯାଇଅଛି — ୯. Which has been shut up.
=== ସଂସ୍କୃତ - ବିଶେଷ୍ୟ - (ଭାବ. ତ)
ନିମୀଳନ — Closing; winking; twinkling.