ନିମୁଣ୍ଡିଆ
ଦେଖଣା
ନିମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା](ନିମୁଣ୍ଡୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅନାଥ —୧. Protectorless.
- ୨. ବନ୍ଧୁହୀନ —୨. Friendless.
- ୩. ନିରାଶ୍ରୟ —୩. Helpless.
- ୪. ପରିତ୍ୟକ୍ତ —୪. Forlorn.
ନିମୁଣ୍ଡୀ ଲୋ ! ତୋର କେହି ନାହିଁ ! ମୋର କେହି ନାହିଁ ମୋଡ଼ି ମାଡ଼ି ହୋଇ ଶୋ—ଢ଼ଗ
- ୫. ଅଭିଭାବକହୀନ —୫. Guardianless.