Jump to content

ନିମେଷଣ

ଉଇକିଅଭିଧାନ‌ରୁ

ନିମେଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି= ନାହିଁ+ ମିଷ୍ ଧାତୁ= ବୁଜିବା+ ଭାବ. ଅନ)

[ସମ୍ପାଦନା]
୧. ଚକ୍ଷୁରୁନ୍ନୀଳନ; ଆଖି ଫିଟେଇବା — ୧. Opening of the eyelids.
୨. (ନି+ ମିଷ୍ ଧାତୁ+ ଭାବ. ଅନ) ଆଖି ବୁଜିବା — ୨. Shutting of the eyelids.