Jump to content

ନିମ୍ନଗ

ଉଇକିଅଭିଧାନ‌ରୁ

ନିମ୍ନଗ

ଉଚ୍ଚାରଣ

[ସମ୍ପାଦନା]
(ନିମ୍ନଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନିମ୍ନ+ ଗମ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ନିମ୍ନୋଗୀ; ଯାହା ତଳ ଆଡ଼କୁ ବୋହି ଯାଉଅଛି; ଅଧୋଗାମୀ — ୧. Flowing downwards; descending.
୨. ଗଭୀର —୨. Deep.