Jump to content

ନିମ୍ନଗା

ଉଇକିଅଭିଧାନ‌ରୁ

ନିମ୍ନଗା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିମ୍ନଗ+ ସ୍ତ୍ରୀ. ଆ)

[ସମ୍ପାଦନା]

ନଦୀ —A river

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯାହା ତଳ ଆଡ଼କୁ ଗତି କରେ ବା ବୋହିଯାଏ — Flowing downwards.