ନିମ୍ଳୋଚନୀ
(ନାମ)—ବରୁଣଙ୍କ ନଗରୀ ବା ରାଜଧାନୀ — The name of the capital of Baruṇa.
[ଦ୍ରଷ୍ଟବ୍ୟ —ଏହା ମାନସୋତ୍ତର ପର୍ବତର ପଶ୍ଚିମରେ ଅବସ୍ଥିତ— ହିନ୍ଦୀ - ଶବ୍ଦସାଗର]