Jump to content

ନିମ୍—ଆସ୍ତିନ୍

ଉଇକିଅଭିଧାନ‌ରୁ

ନିମ୍—ଆସ୍ତିନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିମ୍= ଅର୍ଦ୍ଧ+ଆସ୍ତିନ୍=ହାତ)

[ସମ୍ପାଦନା]
୧. କୁର୍ତ୍ତାର ଅଧ ହାତ — ୧. Half sleeves of a coat.
୨. ଯେଉଁ କୁର୍ତ୍ତାର ହାତ ଅଧେ ଥାଏ; ଫତେଇ; ଜାକେଟ୍ —୨. Half-sleeved jacket.