ନିମ ପିତା
(ନିମପିତା—ଅନ୍ୟରୂପ)
ନିମ ପତ୍ର ପରି ତିକ୍ତସ୍ୱାଦବିଶିଷ୍ଟ — Of a bitter taste (like the NImba leaves).
ନିମପତ୍ରକୁ ଭାଜି ମିଶାଇ ତିଆରି କରାଯିବା ତିକ୍ତ ବ୍ୟଞ୍ଜନ — Curry made bitter by adding fried Nimba leaves to it.