ନିମ ହଳଦୀ
ଦେଖଣା
ନିମ ହଳଦୀ
ଉଚ୍ଚାରଣ
[ସମ୍ପାଦନା](ନିମହଳଦୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିମ୍ୱ ଓ ହରିଦ୍ରା)
[ସମ୍ପାଦନା]ନିମ ପତ୍ର ମିଶାଇ ବଟା ଯାଇଥିବା ହଳଦୀ — Turmeric paste mixed with margosa leaves.
[ଦ୍ରଷ୍ଟବ୍ୟ —କାଛୁ କୁଣ୍ଡିଆ ବା ବସନ୍ତ ହେଲେ ରୋଗୀର ଦେହରେ ନିମ ହଳଦୀ ଲଗାନ୍ତି ବସନ୍ତ ରୋଗାକ୍ରମଣର ନବମ ବା ଦ୍ୱାଦଶ ଦିବସରେ ରୋଗୀ ନିମ ହଳଦୀ ଲଗାଇ ସ୍ନାନ କରେ]