Jump to content

ନିଯାନ

ଉଇକିଅଭିଧାନ‌ରୁ

ନିଯାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଯା ଧାତୁ +ଅଧିକରଣ. ଅନ)

[ସମ୍ପାଦନା]
୧. ଗୋଚାରଣ ସ୍ଥାନ —୧. Cow-pasture.
୨. ଗୋଷ୍ଠ —୨. An enclosure for cows.