ନିଯୁକ୍ତି
ଦେଖଣା
ନିଯୁକ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ଯୁଜ୍ ଧାତୁ+ଭାବ. ବି)
[ସମ୍ପାଦନା]- ୧. କୌଣସି ଚାକିରି ପାଇବା; କାର୍ଯ୍ୟରେ ମୁକରର ହେବା — ୧. Appointment; employment.
- ୨. ଅଧିକାର ପ୍ରାପ୍ତି — ୨. Commission; authority.
- ୩. ପ୍ରବର୍ତ୍ତନ; ଗଠନ —୩. Constitution.
- ୪. କୌଣସି ବିଶିଷ୍ଟ କର୍ମ ପାଇଁ ପ୍ରେରିତ ହେବା — ୪. Deputation.
- ୫. ବିଶିଷ୍ଟ ଆଦେଶ —୫. Injunction; order; command; charge (M.W.)