Jump to content

ନିଯୁଦ୍ଧ

ଉଇକିଅଭିଧାନ‌ରୁ

ନିଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଯୁଧ ଧାତୁ=ଯୁଦ୍ଧ କରିବା+ଭାବ. ତ)

[ସମ୍ପାଦନା]
୧. ମଲ୍ଲ ଯୁଦ୍ଧ; ବାହୁ ଯୁଦ୍ଧ; ନିରସ୍ତ୍ର ଯୁଦ୍ଧ — ୧. Hand to hand fight without weapon; boxing; wrestling.
୨. ଦ୍ୱନ୍ଦ ଯୁକ୍ତ —୨. Duel.